ସରକାରୀ ଜଗା ରେ ବର୍ଷ ବର୍ଷ ନିଜ ଆକ୍ତିଆରେ ରଖିଥିଲେ ଓକିଲ ରମେଶ ଚନ୍ଦ୍ର ଶତପଥୀ। ପାଖାପାଖି ଏକ ଏକର ସରକାରୀ ଜଗା ରାଜଧାନୀ ଭୁବନେଶ୍ବର ର ବିଜେପି ନଗର ରେ ମାଡି ବସିଥିଲେ ବାବୁ ଜଣକ ଗୋଟିଏ ପଟେ କଲ୍ୟାଣ ମଣ୍ଡପ ତ ଆଉ ଗୋଟିଏ ପଟେ 15 ଟି ପରିବାର କୁ ଭଡା ମଧ୍ୟ ଦେଇଥିଲେ। ଆଜି ବିଏମସି ଏହାର ଉଛେଦ କରିଛି...
#ArgusNews #Odisha #Bhubaneswar #Advocate #BMC #Ramesh_Chandra_Satpathy #Land_Isssue