#ଝାରସୁଗୁଡାରେ_ନବ_ସରକାର
ଅଡିଓରେ ଧମକାଉଥିବା ବ୍ୟକ୍ତି ହେଉଛନ୍ତି ନବଙ୍କ ଖାସ୍ ବିଶ୍ବନାଥ....ଜଣେ ସରକାରୀ କର୍ମଚାରୀଙ୍କୁ କହୁଛନ୍ତି ସସପେଣ୍ଡ କରିଦେବି...ମନ୍ତ୍ରୀଙ୍କ ପାଖ ଲୋକ ବୋଲି ହାତ ମାରିପାରୁନାହାନ୍ତି କେହି...ଅଭିଯୋଗ ଆଣିଛନ୍ତି ଗ୍ରାମ ରୋଜଗାର ସେବକ ସଂଘ ସଭାପତି...ଅଭିଯୋଗ ପରେ ବି ମନ୍ତ୍ରୀଙ୍କ ଚାପରେ ଚୁପ୍ ପ୍ରଶାସନ....
#ArgusNews #OdishaNews #Jharsuguda Naba Kisore Das #CMOOdisha