ତିନି ବର୍ଷ ହେବ କିଡନୀ ଜନିତ ରୋଗରେ କଷ୍ଟ ପାଉଛନ୍ତି । ଟଙ୍କା ଅଭାବରୁ ଚିକିତ୍ସା ହୋଇପାରୁନି। ଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଶାସନ ଗାଁର ଅକ୍ଷୟ ମଳିକ । ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ କାନ୍ଧ ଉପରେ ତିନି ଝିଅଙ୍କ ବୋଝ...
#ArgusNews #Odisha #Kendrapara #kidneydisease #helpless