ଜଳେସପଟା କନ୍ୟାଶ୍ରମ ପରିଚାଳକଙ୍କୁ ଆଜି ପୁଣି ହତ୍ୟା ଧମକ
କନ୍ୟାଶ୍ରମ ପରିଚାଳକଙ୍କୁ ଆଜି ବି ଧମକ ଆସିଥିବା ଜଣାପଡିଛି । ହତ୍ୟା ସହ ଆଶ୍ରମ ଉଡାଇ ଦେବାକୁ ଧମକ ଆସିଛି । ଅନ୍ୟପଟେ ବିଜେପିର 7ଜଣିଆ ଟିମ ଜଲେଶପଟ୍ଟା ଗସ୍ତ କରୁଛି । ଏହି ଟିମରେ 2ଜଣ ବିଧାୟମ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଅଛନ୍ତି......ଶୁଣନ୍ତୁ କଣ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ...
#ArgusNews #Odisha #Kandhamal #Asram #Deaththreats
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app