ପେଟପାଟଣା ପାଇଁ ରାଜ୍ୟବାହାରକୁ ଯାଇ ଏବେ ନଜରବନ୍ଦୀ ସହ ନିର୍ଯାତନାର ଶିକାର ହେଉଥିବା ବାଲେଶ୍ବର, ଜଳେଶ୍ବର ଅଞ୍ଚଳର ୭ରୁ ଅଧିକ ଯୁବତୀ ରାଜ୍ୟକୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଏନେଇ ଶୁଣନ୍ତୁ କଣ ରହିଛି ସେମାନଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା.....
#ArgusNews #Odisha #Balasore #Jaleswar #Migrant
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app