ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ସଂଲଗ୍ନ ପ୍ରାଚୀନ ପାର୍ବତୀ ସାଗରର ହେବ ପୁନରୁଦ୍ଧାର। ଏଥିପାଇଁ ରାଜ୍ୟ ସରକାର ୨କୋଟି ୮୦ଲକ୍ଷର ଅନୁଦାନ ଯୋଗାଇଛନ୍ତି। ପୌରପାଳିକାର ଅଧିକାରୀ ପାର୍ବତୀ ସାଗରର ବର୍ତ୍ତମାନ ସ୍ଥିତି ଯାଞ୍ଚ କରିଛନ୍ତି। ଜାଗରଯାତ୍ରା ପରେ ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ....
#ArgusNews #Odisha #Puri #Loknatha_Temple #Pravati_Sagar #Renovation