କଟକରେ ଲୋକାର୍ପିତ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
1921 ମସିହା ମାର୍ଚ୍ଚ 23 ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ସମୟରେ କଟକ କାଠଯୋଡି ରେ ହୋଇଥିବା ବୈଠକର ଏକ ଗାନ୍ଧୀଜିଙ୍କ ଶତ ବର୍ଷିକୀ ବ୍ରୋଞ୍ଜ ସ୍ମାରକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି...
#ArgusNews #Odisha #Cuttack #MahatmaGandhiStatue