କମାଲ ଦେଖାଇଛନ୍ତି ପୁଣି ଜଣେ ଗାଁ ଇଂଜିନିୟର । ପାଠ ସିନା ବେଶି ପଢିନାହାନ୍ତି ହେଲେ ତାଙ୍କର ବୁଦ୍ଧି ପ୍ରଖର । ଚାଷ ଜମିରେ ଜଳସେଚନ ସମସ୍ୟାର ସମାଧାନ ପାଇଁ ସେ ଏକ ନୂଆ ଉଦ୍ଭାବନ କରିଛନ୍ତି । ୬୦୦ ଟଙ୍କା ଖର୍ଚ୍ଚରେ ସେ ବାଉଁଶରେ ତିଆରି କରିଛନ୍ତି ଏକ ଦେଶୀ ପାଣି ଉଠା ଯନ୍ତ୍ର । ତାରି ସାହାଯ୍ୟରେ କୂଅରୁ ପାଣି ଉଠୁଛି ଆଉ ଜମିରେ ହେଉଛି ଚାଷ........
#ArgusNews #Odisha #Mayurbhanj #Farmer #Bamboowaterpipe
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app