ଧୂଆଁ ଆଁରେ ଗାଁ ..ଅମଳ ପରେ ବିଲରେ ପୋଡାଯାଉଛି ପାଳ । ପରିବେଶ ପ୍ରଦୂଷଣକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଏହା ହେଉଛି ନୟାଗଡ ଜିଲ୍ଲାର ଦୃଶ୍ୟ । ଧାନ ଫସଲ ଅମଳ ପରେ ଅଞ୍ଚଳବାସୀ ବିଲରେ ପୋଡିଛନ୍ତି ପାଳ ...
#ArgusNews #Nayagarh #polution
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app