#ସମ୍ବଲପୁରରେ_ଲଭ_ଜିହାଦର_କରୁଣ_ପରିଣତି
#ସୀମା_ଟପିଲା_ନିର୍ଯାତନା
ଗର୍ଭବତୀ ହେବା ପରେ ଯୁବତୀଙ୍କୁ ନିର୍ଯାତନା । ମାରପିଟ କରିବା ସହ ଘରୁ ଟଙ୍କା ଆଣିବାକୁ ପକାଉଛନ୍ତି ଚାପ । ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ଚୁପ । ଅନ୍ୟପଟେ ନିରୂପାୟ ହୋଇ ଯୁବତୀ ଜଣକ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି...
#ArgusNews #Odisha #Sambalpur #Love_Zihad