ଶିଶୁଭବନରେ ଜୋର ଜବରଦସ୍ତି ବାଇବେଲ ଶିକ୍ଷା ଦିଆଯାଉଛି । ବିଦେଶୀ ଅର୍ଥରେ ଚାଲୁଥିବା ଏନଜିଓରେ ଚାଲିଛି କଳାକାରନାମା । ଏନସିପିସିଆର ସଂସ୍ଥା ପକ୍ଷରୁ ‘ଭାରତରେ ମହିଳା କୈଦୀ ମାନଙ୍କର ପିଲା ମାନଙ୍କର ଶିକ୍ଷାଗତ ସ୍ଥିତି’ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଓ ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି....
#ArgusNews #NCPCR #Jail #Bible