ଲୋକଙ୍କ ଟିକସ୍ ଟଙ୍କାକୁ ବିଜେଡିର ଶ୍ବାହା । ଏମିତି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ବିଜେପି ଉପସଭାପତି ବଳଭଦ୍ର ମାଝିଙ୍କ ଅଭିଯୋଗ, ଦୁଇ ବିଜେଡି ନେତା ସଂଜୟ ଦାସବର୍ମା ଓ ବବି ଦାସଙ୍କ ଏକ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା । 23 ଲକ୍ଷ ଏକ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ହେଲିକପ୍ଟର ଗସ୍ତଖର୍ଚ୍ଚ 13 ଲକ୍ଷ ହୋଇଥିବା ଅଭିଯୋଗ ଆଣିଛି ବିଜେପି ...
#ArgusNews #BJD #sanjaydasburma
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app