ଝିଅ ଜନ୍ମ କଲେ ବୋଲି ପର କରିଦେଲେ ସ୍ୱାମୀ ଘର ଲୋକ । ଗରିବ ହୋଇଥିବାରୁ ଦେଇ ପାରିଲେନି ସୁନା ଚେନ । ଫଳରେ ବିବାହିତ ମହିଳାଙ୍କୁ ଛାଡିଦେଲେ ସ୍ୱାମୀ ।ଏବେ ଦ୍ୱିତୀୟ ବିବାହ କରି ବେଶ ହସଖୁସିରେ ଥିବାବେଳେ ନ୍ୟାୟ ପାଇଁ ବାରଦ୍ବାର ହେଉଛି ପ୍ରଥମ ସ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଲସ୍ତଲା ଗାଁରୁ ଦେଖିବା ଏହି ରିପୋର୍ଟ...
#ArgusNews #Odisha #Subarnapur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app