ଗୋଟିଏ ପଟେ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟଲରେନ୍ସ ଆପଣେଇ ଥିବା ବେଳେ ସରକାର ନିଜେ କିପରି ଦୁର୍ନୀତି ଗ୍ରସ୍ତ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ତାହାର ପ୍ରମାଣ ଧରାଇ ଦେଇଛନ୍ତି ସରକାରୀ ତଥ୍ୟ । ସୂଚନାଧିକାର କର୍ମୀ ପ୍ରଶାନ୍ତ ମହାପାତ୍ର ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିବା ପରେ 6 ସପ୍ତାହ ଭିତରେ ଏହାର ଉତ୍ତର ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ....
#ArgusNew #Odisha #Lokayukta #Chief_Secretary