ବ୍ରହ୍ମପୁର mkcg ମେଡିକାଲ OPD କୁ ନେଇ ବଢୁଛି ଅସନ୍ତୋଷ। ଦୀର୍ଘ ଦିନ ହେଲା ବନ୍ଦ ରହିଛି OPD । ଯାହା ଦ୍ୱାରା ପୁରା ଦକ୍ଷିଣ ଓଡ଼ିଶାର ରୋଗୀଙ୍କ ଉପରେ ଏହା ବେଶ ପ୍ରଭାବ ପଡିଛି । ଜିଲ୍ଲାରେ କିଛି ମାତ୍ରାରେ କରୋନା ସଂକ୍ରମଣ କମିବା ପରେ ମଧ୍ୟ OPD କାହିଁକି ଖୋଲାଯାଉନି ବୋଲି ପ୍ରଶ୍ନ ଉଠିଛି ...
#TheArgus #Berhampur #MKCG #OPD_Closed #Corona_Situation