ଆସନ୍ତାକାଲି ବିଧାନସଭାରେ ଆଗତ ହେବାକୁ ଯାଉଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ଏଥର ବଜେଟର ଆକାର କିଭଳି ରହିବ ତାକୁ ନେଇ ଚର୍ଚ୍ଚା । ଶାସକ ଦଳ ଏହା ଏକ ଲୋକାଭିମୁଖୀ ବଜେଟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କୋଭିଡ ସମୟରେ ବଜେଟରେ ସ୍ଵାସ୍ଥ୍ୟ ଓ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ମତ ରଖିଛନ୍ତି ବିରୋଧୀ । ଅନ୍ୟପକ୍ଷରେ ଏକ୍ସପର୍ଟଙ୍କ ମତରେ ଏଥର ବଜେଟ ବିଭିନ୍ନ ଦୃଷ୍ଟି କୋଣରୁ ହେବ ଭିନ୍ନ ବଜେଟ...
#ArgusNews #Odisha #Budget