#FIRରେ_ନାଁ_ଥିବା_ଲୋକ_ଦୋଷୀ_ନୁହେଁ
#ନୈତିକତା_ଦୃଷ୍ଚିରୁ_ମନ୍ତ୍ରୀ_ଇସ୍ତଫା_ଦିଅନ୍ତୁ
ପ୍ରଥମ ପ୍ରତିକ୍ରିୟା କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏବଂ ଦ୍ୱିତୀୟଟି କଂଗ୍ରେସ ନେତାଙ୍କର... ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ କଂଗ୍ରେସ ନେତାଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା....
#ArgusNews #Odisha #Mahanga_Double_Murder #Pratap_Jena #Congress