ଫେବୃଆରୀ ୨୮ ତାରିଖ ଦିନ ‘ମନ କି ବାତ୍’ ରେଡ଼ିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ସଚେତନ କରେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାରମ୍ପରିକ ଜଳ ଉତ୍ସଗୁଡ଼ିକୁ ପରିଷ୍କାର କରିବା ସହିତ ବର୍ଷାଜଳ ଅମଳ ପାଇଁ ଶହେ ଦିନିଆ ଅଭିଯାନ ଆରମ୍ଭ କରିବା ପାଇଁ ଆହ୍ୱାନ ଦେଇଥିଲେ । କିନ୍ତୁ କଣ ସଫଳ ହୋଇଛି କି ଓଡ଼ିଶାରେ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ.....
#ArgusNews #Odisha #Mann_Ki_Bat #Water_Conservation