#ପୁରୀ_ସ୍ୱର୍ଗଦ୍ୱାର_ପାଇଁ_ଆସିପାରେ_ନୂଆ_କଟକଣା
ରେଡ୍ ଜୋନରେ ପହଞ୍ଚିଥିବା ପୁରୀ ଜିଲ୍ଲାରେ ଏବେ କଡା କଟକଣା ନେଇ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ...ସ୍ୱର୍ଗଦ୍ବାରରେ କୌଣସି କଟକଣା ନଥାଇ ଶବଦାହ ଚାଲିଥିବାରୁ ସଂକ୍ରମଣ ବ୍ୟାପକ ହେବା ଆଶଙ୍କା ରହିଛି...
#ArgusNews #Odisha #Puri #Swargadwar #Corona #CoronaGuideline