#କରୋନାର_କୋପ_ଭିତରେ_କେମିତି_ହେବ_ପିପିଲି_ଉପନିର୍ବାଚନ
କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ଵାଚନ ପାଇଁ ପୁଣି ଥରେ ମଇଦାନକୁ ଓହ୍ଲାଇଲେଣି ତିନି ଦଳର ପ୍ରାର୍ଥୀ...ତେବେ ଏଥର ବଦଳିଛି ପ୍ରଚାର ର ରଣନିତି ବଦଳିଛି ଭୋଟ ମାଗିବାର ଶୈଳି...
#ArgusNews #Odisha #Pipili #PipiliByElection #Campaign