ରାଜ୍ୟରେ ବାଟ ହୁଡିଛି ପ୍ରସାଦ ଯୋଜନା । କାଗଜପତ୍ରରେ ସୀମିତ ରହିଯାଇଛି ପର୍ଯ୍ୟଟନସ୍ଥଳୀ ବିକାଶ କାର୍ଯ୍ୟକ୍ରମ । କେନ୍ଦ୍ର ସରକାର ପ୍ରସାଦ ଯୋଜନାରେ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ସେଥିରୁ ଅଧା ବି ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର...
#ArgusNews #Odisha #Puri #PrasadYojana #corruption