କନ୍ଧମାଳରେ ମହୁଲର ଅଭାବୀ ବିକ୍ରି । ଆଦିବାସୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ । ମହୁଲ ଫୁଲ ତୋଳିବା ସିଜିନ ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ମହୁଲ ଫୁଲର ଦାମ କମ ରହିଛି । ଯାହାକି ମହୁଲ ଗୋଟାଳିଙ୍କୁ ଚିନ୍ତାରେ ପକାଇଛି । ପୂର୍ବବର୍ଷ କୋରୋନା ପାଇଁ କ୍ଷତି ସହିଥିବା ମହୁଲ ଚାଷୀଙ୍କ ଭାଗ୍ୟରେ ଏଥର କଣ ଅଛି...ତାକୁ ନେଇ ଚିନ୍ତାରେ ତୋଳାଳୀ.....
#ArgusNews #Odisha #Kandhamal #Mahul #Price