ଚର୍ଚ୍ଚାରେ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ଘଟଣା । କାହାପାଇଁ ଆଲୋଡ଼ା ତ ପୁଣି କାହାପାଇଁ ଜୀବନ ଧନ ପାଲଟୁଛି ଶିଶୁକନ୍ୟା। ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ସମ୍ପର୍କିତ ଖବର ପାଇବା ପରେ ପହଞ୍ଚିଥିଲା ପ୍ରଶାସନ । ଶିଶୁକନ୍ୟାକୁ ଉଦ୍ଧାର କରିନପାରି ଛାଡିଦେଲା ଉଦ୍ଧାରକାରୀ ଦମ୍ପତିଙ୍କ ଦାୟିତ୍ୱରେ....
#ArgusNews #Odisha #Mayubhanj #Girl_Child #rescue