ସରକାରଙ୍କ 5-ଟି ର ସତ ମାନିଲେ ଶାସକ ଦଳର ସାଂସଦ । ଏବେ ବି ସରକାରଙ୍କ 5-ଟି ମନ୍ତ୍ର ବୁଝି ପାରି ନାହାନ୍ତି ଲୋକେ । ଏକ ଖବର କାଗଜରେ ଆର୍ଟିକିଲ ଲେଖି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏଭଳି କିଛି ପ୍ରସଙ୍ଗ ଉଠାଇଛନ୍ତି । ସେପଟେ ରାଜ୍ୟ ସରକାର ଶକ୍ରବାର ମୋ ସରକାର ପରେ ପ୍ରତି ପଞ୍ଚାୟତରେ ଖୋଲିଛନ୍ତି ମୋ ସେବା କେନ୍ଦ୍ର । ଯାହାକୁ ନେଇ ବିରୋଧୀଙ୍କ ଅଭିଯୋଗ ନିଜ ଏଜେଣ୍ଟ ମାନଙ୍କୁ ବସାଇ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବା ଲାଗି ଏହି ଯୋଜନା ...
#ArgusNews #Odisha #BJD #mosarkar5t