କଳାହାଣ୍ଡି ଧର୍ମଗଡ଼ ନାଏକ ଗଏଁତା ପଡାର ଶ୍ରମିକ ଦୁର୍ବଳ ଗଏଁତା । ସେପେମ୍ବର ମାସ ୧୧ ତାରିଖରେ ପଥର ବ୍ଲାଷ୍ଟିଂରେ ଦୁର୍ବଳ ଗଏତାଙ୍କର ଶରୀରରେ ଆଘାତ ଲାଗିଥିଲା। ସେଠାରେ କାମ କରୁଥିବା ଶ୍ରମିକ ଦୁର୍ବଳକୁ ଭବାନିପାଟଣା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୁର୍ବଳଙ୍କର ଅପରେସନ ଗୋଡ଼ କଟାଗଲା । କ୍ରସର ମାଲିକ ସହାୟତା ପାଇଁ ଅନେକ ପ୍ରତିଶୃତି ଦେଇଥିଲେ...
#ArgusNews #Odisha #Kalahandi #Asahaya #Helpless