ବୁଧବାର ପୁଣି ନିର୍ବାଚନ କରିବା ନିମନ୍ତେ ଫଇସଲା ହେବାନେଇ ଜାଣିବା ପରେ ସର୍ବଦଳିୟ ନେତୃବୃନ୍ଦ ଙ୍କ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ବିବାଦୀୟ କୋଟିଆ ପଞ୍ଚାୟତର ସୀମାନ୍ତ ଫାଟୁସିନେରୀ ଗ୍ରାମ ତଳର ସୀମାନ୍ତ ଠାରେ ପହଞ୍ଚି ସେଠାରେ ଧାରଣାରେ ବସିଅଛନ୍ତି...
#ArgusNews #Odisha #Koraput #Kotia #boarder_Dispute #Strike