ଫନୀ ସହାୟତା ଟଙ୍କା ଫେରାଇବା ପାଇଁ ଭୂତକୁ ହେଉଛି ନୋଟିସ । ହଡପ ହେଉଛି କ୍ଷତିଗ୍ରସ୍ତଙ୍କ ଅନୁଦାନ । ବାତ୍ୟା ଫନିର ୨ବର୍ଷ ଭିତରେ ମଧ୍ୟ କିଏ ଯୋଗ୍ୟ କିଏ ଅଯୋଗ୍ୟ ତାକୁ ନେଇ ବାରମ୍ବାର ଆନ୍ଦୋଳନ, ପ୍ରତିବାଦ ଓ ଅଭିଯୋଗର ଫର୍ଦ୍ଦ । ପୁରୀ ବ୍ରହ୍ମଗିରି ଓ ନିମାପଡାରୁ ଆସିଲା ଅସହାୟଙ୍କୁ ଯାତନାର ବିକଳ ଚିତ୍ର...
#ArgusNews #Odisha #Puri #Brahmagiri #Fani #compensation