ଶିକ୍ଷୟତ୍ରୀଙ୍କ ଦୀର୍ଘ ବର୍ଷର କର୍ତ୍ତବ୍ୟ ନିଷ୍ଠାକୁ ସରକାରଙ୍କ ଛାଟ । ବିନା କାରଣରେ ସୁନ୍ଦରଗଡ଼ର ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସେ ମର୍ମାହତ ହୋଇଛନ୍ତି । ତେବେ କେଉଁ ଆଧାରରେ ତାଙ୍କୁ ଅବସର ଦେିଛନ୍ତି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି....
#ArgusNews #Odisha #Sundargarh #Teacher #compulsory_Retirement