ପୋଲିସଙ୍କ ପାଇଁ ନିଜର ପିଗି ବ୍ୟାଙ୍କ ଦେଲେ ଈଶାନ୍
ଦିନ ରାତି ପରିଶ୍ରମ କରୁଥିବା ପୋଲିସମାନଙ୍କ ପାଇଁ ସ୍ବେଚ୍ଛାକୃତ ଭାବେ ନିଜେ ପିଗି ବ୍ୟାଙ୍କ ଟଙ୍କା ଦାନ କଲେ ଭୁବନେଶ୍ବରର ଈଶାନ୍.... ଭାବବିହ୍ବଳ ହେଲେ କମିଶନରେଟ ପୋଲିସ ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ
#ArgusNews #Odisha #ArgusTv #Bhubaneswar #Ishan #Donate #Money #commissioneratepolice