ଭଦ୍ରକ ଚାନ୍ଦବାଲିରେ ତାଲିବାନୀ ଶାସନ । ଦିନ ଦ୍ବିପ୍ରହରରେ ଚାନ୍ଦବାଲି ଥାନା ଠାରୁ କିଛି ମିଟର ଦୂରରେ ଜଣେ ଲୋକଙ୍କୁ ନିର୍ଦ୍ଧୁମ ପିଟିଲେ ଦୁର୍ବୃତ୍ତ । ହେଲେ କେହି ବି ମୁହଁ ଖୋଲିଲେ ନାହିଁ । ଥାନା ଆଗରେ ମୁର୍ମୁଷ ଅବସ୍ଥାରେ ଫୋପାଡି ଦେଇ ଚାଲିଗଲେ ବି ଓଲଟା ପୋଲିସ ପୀଡିତଙ୍କ ସ୍ତ୍ରୀଙ୍କ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି ....
#TheArgus #Bhadrak #Chandabali #Attack