ଫନି ବାତ୍ୟାକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି । ତଥାପି ଏବେବି ବାତ୍ୟା ବିପନ୍ନ ପାଇ ନାହାନ୍ତି ପାଇଖାନା ମରାମତି ଟଙ୍କା । ପୁରୀ ଜିଲ୍ଲାର ଅନେକ ହିତାଧିକାରୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରାଶସନିକ ଅଧିକାରୀ ସେମାନଙ୍କ ଗୁହାରି ଶୁଣୁନାହାନ୍ତି । ଅନ୍ୟପଟେ ୧୧ଟି ବ୍ଲକ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଆସିଥିଲେ ମଧ୍ୟ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇନାହିଁ...
#ArgusNews #Odisha #Puri #Toilet