ଓଡ଼ିଆ ଐତିହ୍ୟ ସଂସ୍କୃତିକୁ ଜୀବିତ ରଖିବାକୁ ପ୍ରୟାସ । ରାଜଧାନୀରେ ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଆଣ୍ଡ ଗ୍ୟାଲେରୀରେ ଶୋଭାପାଉଛି ସୁନ୍ଦର ସୁନ୍ଦର କଳାକୃତି । ଯେଉଁଠାରେ ପଥର, କାଠ, ଫାଇବରରେ ନିର୍ମାଣ ହୋଇଛି ଜୀବନ୍ତ ପ୍ରତିମୂର୍ତ୍ତି । ଆଉ ଏହି ପରିକଳ୍ପନାକୁ ଜୀବନ୍ତ ରୂପ ଦେଉଛନ୍ତି ଗ୍ୟାଲେରୀର କର୍ମକର୍ତ୍ତା...
#ArgsNews #Odisha #Bhubaneswar #Art_Craft