ଆଜିଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ୧୪ ଦିନିଆ ଲକଡାଉନ। କୁଚିଣ୍ଡା ଲୋକେ ଏହି ନିୟମକୁ ପାଳନ କରୁନଥିବା ବେଳେ ସକାଳୁ ପରିବା ସାଙ୍ଗକୁ ରାସନ ସାମଗ୍ରୀ ନେବାପାଇଁ ବାଇକ ଯୋଗେ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳିଛି...
#ArgusNews #Odisha #Sambalpur #Kuchinda #Lockdown