ଡ୍ରଗ୍ସ ପାଇଁ ଲୁଟ। ଡ୍ରଗ୍ସ ସେବନ ପାଇଁ ଲୁଟେରା ସାଜିଲା ଜଣେ ପାଠ ପଢୁଆ ଯୁବକ। ଶେଷରେ ପୋଲିସ ହାତରେ ବନ୍ଧା ହେଲା ପରେ ପୁଅକୁ ମୁକୁଳେଇବା ପାଇଁ ଥାନା ଦୁଆରେ କାନ୍ଦିଲେ ବାପା। ଏହାପରେ ସାମ୍ନାକୁ ଆସିଲା ସହରର ଧଳା ଜହର ଆତଙ୍କର ସାଙ୍ଘାତିକ କାହାଣୀ...
#ArgusNews #Odisha #Sundargarh #Drug #Lootera