ଝାରସୁଗୁଡାରେ କମ୍ପାନୀ ଅଧିଗ୍ରହଣରେ ଚଞ୍ଚକତା । କମ୍ପାନୀର ମୂଲ୍ୟ କମ୍ ଦର୍ଶାଇ ୧୮ କୋଟି ଷ୍ଟାମ୍ପ ଡ୍ୟୁଟି ଠକେଇ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଝାରସୁଗୁଡ଼ା କୁକୁରଜଙ୍ଗାସ୍ଥିତ କନକାଷ୍ଟ ଷ୍ଟିଲର ଅଧିଗ୍ରହଣକୁ ନେଇ ବଡ଼ ଧରଣର ଚଞ୍ଚକତା ସାମ୍ନାକୁ ଆସିଛି । କନକାଷ୍ଟ ଷ୍ଟିଲ୍କୁ ହିରମା ସ୍ଥିତ ଏସଏମଏସି ପାୱାର ଜେନେରେସନ୍ ଲିମିଟେଡ୍ ପକ୍ଷରୁ କିଣା ଯିବାରେ ସିଧା ସିଧା ୧୮ କୋଟି ଟଙ୍କାର ସରକାରୀ ରାଜସ୍ବ ହାନୀ ଘଟିଛି...
#ArgusNews #OdishaNews #scam #Jharsuguda
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app