ବାଚସ୍ପତି ପକ୍ଷଭୁକ୍ତ ହେଉଛନ୍ତି । ଗୃହରେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ବିରୋଧୀ ଦଳର ସଭ୍ୟମାନଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି । ବିନା ଆଲୋଚନାରେ ବିଲ୍ ପାସ ହେଉଛି । ଏପରି ଅଭିଯୋଗ ନେଇ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସେପଟେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି....
#ArgusNews #Odisha #BJP #Speaker #BJD