ଶ୍ରୀମନ୍ଦିରର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ । କିଛିଜଣ ଜାଣିଶୁଣି ବାଇ-ଲକୁ ନେଇ ଭ୍ରମର ପ୍ରଚାର କରୁଛନ୍ତି । ପୁରୀ ଗସ୍ତରେ ଯାଇ ସେବାୟତଙ୍କ ସହ ଆଲୋଚନା ପରେ ସହାୟତାର ଆଶ୍ବାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଖାସକରି ଶ୍ରୀମନ୍ଦିରର ଐତିହ୍ୟ କରିଡର କାର୍ଯ୍ୟକୁ ସମସ୍ତେ ସହଯୋଗ କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ...
#ArgusNews #Odisha #Puri #Visit #Union_Minister Dharmendra Pradhan