ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ମାଙ୍କଡାପଥର ଚୋରା ଚାଲାଣକାରୀଙ୍କ ରାଜ । ଆଜି ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ବେଗୁନିଆ ପୋଲିସ ପକ୍ଷରୁ ଚଢାଉ କରି 5ଟି ଗାଡି ଜବତ କରିଛି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews