ଆଖି ଅଛି ସିନା...ହେଲେ ଦେଖାଯାଉନାହିଁ...
ଦିନ ରାତି ତାଙ୍କ ପାଇଁ ସବୁ ସମାନ । ଦିନେ ତାଙ୍କ ପାଇଁ ପରିବାର ପ୍ରତିପୋଷଣ ହୋଇପାରୁଥିଲା । ହେଲେ ଗୋଟିଏ ଅଘଟଣ ପରେ ସବୁ କିଛି ଏପାଖ ସେପାଖ ହୋଇଗଲା । ଦୃଷ୍ଟି ଶକ୍ତି ହରାଇ ବସିଲା ଘରର ରୋଜାଗାରିଆ ପୁଅ ଶ୍ରବଣ ନାୟକ। ଘର ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ମୀନାବଜାର ଅଞ୍ଚଳରେ...
#ArgusNews #Odisha #Angul #Talcher #Eyesight #Blindness