କେନ୍ଦ୍ର ସରକାରଙ୍କ ଆଉ ଏକ ପଦକ୍ଷେପ ମହିଳା ଏସଏଚଜି ଗ୍ରୁପକୁ କରିବ ସ୍ୱାବଲମ୍ବୀ । ମାଇଁ ପ୍ୟାଡ, ମାଇଁ ରାଇଟ ଦ୍ୱାରା ଗ୍ରାମୀଣ ମହିଳାମାନେ ପାଇବେ ରୋଜଗାର... ଏହି କାମ ପାଇଁ ପ୍ରତି ରାଜ୍ୟରୁ ଗୋଟିଏ ଲେଖାଏଁ ଜିଲ୍ଲା ବଛାଯାଇଥିବାବେଳେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ବରଗାଁ ଶିବ ଶକ୍ତି ଏସଏଚଜି ଗ୍ରୁପ ପ୍ରଥମେ ତିଆରି ପାଇ ଦାୟିତ୍ୱ ପାଇଛି ....
#ArgusNews #My_Pad_My_Right #Sambalpur #Nabard