ଗାଈ ବିକିବାକୁ ଯାଇ ଲୁଟ୍ । ଆଖି ପିଛୁଳାକେ ଆକାଉଣ୍ଟରୁ ଉଡିଗଲା ଲକ୍ଷେ ଟଙ୍କା । ଗାଇ ବିକ୍ରି କରିବା ପାଇଁ ଆନଲାଇନରେ ଦେଇଥିଲେ ବିଜ୍ଞାପନ । ନା ଗାଈ ବିକ୍ରି ହେଲା ନା ଲକ୍ଷେ ଟଙ୍କା ଫେରିଲା । କେଉଁଠି ଏଭଳି ଘଟଣା ଘଟିଛି ଓ କାହିଁକି ତାକୁ ନେଇ ଚର୍ଚ୍ଚା....
#ArgusNews #Odisha #Bhubaneswar #Cow #Online #fraud #Cyber_Cheating