କଣ୍ଟ ପୂରିବାକୁ ସମୟ ବହୁତ କମ୍ । କିନ୍ତୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ମଣ୍ଡିରେ ଧାନ ଜଗିବା ସହ ଚାଷୀଙ୍କ ରାତି କଟୁଛି । ନିକଟରେ ସମ୍ବଲପୁରରେ ଟାର୍ଗେଟ ପୂରଣ ହୋଇଥିବା କହିଛନ୍ତି ଚାଷୀ ମଣ୍ଡି ବନ୍ଦ କରିଦେବା ପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି ଯଦି ଚାଷୀଙ୍କ ଧାନ ମଣ୍ଡିରେ ତେବେ ଟାର୍ଗେଟ ଫିଲଅପ୍ ହେଲା କେମିତି । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି...
#ArgusNews #Odisha #Farmer #Mandi #Token_System #BJP #Congress