ପୁଣି ଆପୋଲୋ ନାଁରେ ସାଂଘାତିକ ଅଭିଯୋଗ । ହସ୍ପିଟାଲକୁ ଡାକି ଚିକିତ୍ସା କରୁ ନାହାନ୍ତି ଡାକ୍ତର । ଡାକ୍ତରଙ୍କ ମନମାନୀ ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ । ଲିଖିତ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ହସ୍ପିଟାଲ.....
#ArgusNews #Odisha #Bhubaneswar #Apollo_Hospital
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app