ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ଡ୍ରାଇଭ ଇନ ଟେଷ୍ଟିଂ...
ବିଏମସି ପକ୍ଷରୁ ଆଜି ଅର୍ଥାତ ବୁଧବାରଠାରୁ ଡ୍ରାଇଭ ଇନ ଟେଷ୍ଟିଂ ଆରମ୍ଭ ହୋଇଛି...ସହିଦନଗରଠାରେ ଥିବା ଭବାନୀ ମଲର ପାର୍କିଂରେ ଏପରି ବ୍ୟବସ୍ଥା ଆରମ୍ଭ ହୋଇଛି...ଏହି ଟେଷ୍ଟିଂ ସେଣ୍ଟରରେ ଉଭୟ ଆଣ୍ଟିଜେନ ଏବଂ ଆଟିପିସିଆର ଟେଷ୍ଟ କରାଯାଉଛି...
#ArgusNews #Odisha #Bhubaneswar #Covid19 #Drive_In_Testing