ସମୟ ସକାଳ 5ଟା 25 ମିନିଟ୍... । ହୁତୁହୁତୁ ହୋଇ ଜଳିଲା କଟକ ଜିଲ୍ଲା ନରସିଂହପୁର ସ୍ଥିତ ସାତକୋଶିଆ ଇକୋରିଟ୍ରିଟ । ଦେଖୁଦେଖୁ ଚାରିଆଡେ ବ୍ୟାପିଗଲା ନିଆଁ । ସମସ୍ତେ ଶୋଇଥିବା ସମୟରେ ନିଆଁର କରାଳ ରୂପରେ ଜଳିଗଲା ସମଗ୍ର ଇକୋରିଟ୍ରିଟ । ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ବନାଞ୍ଚଳର ବାଲିପୁଟରେ ନିର୍ମିତ ହୋଇଥିବା ଅସ୍ଥାୟୀ ଟେଣ୍ଟରେ ପ୍ରଥମେ ଲାଗିଥିଲା ନିଆଁ.....
#ArgusNews #Odisha #Satakoshia #Eco_Retreat #Fire