ବିଭାଗୀୟ ଅଧିକାରୀ ଓ ଅସାଧୁ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ନିମ୍ନମାନର କାମ । ରାସ୍ତା କାମକୁ ମାତ୍ର 15 ଦିନ ହୋଇଥିବାବେଳେ ହାତରେ ପିଚୁ ଉଠାଇଲେ ଉଠିଯାଉଛି । ଆବଶ୍ୟକୀୟ ପରିମାଣରେ ପାଣି, ମେଟାଲ ଓ ରୋଲିଂ ହୋଇନଥିବା ଯୋଗୁଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ରାସ୍ତାର ଅବସ୍ଥା ସଙ୍ଗୀନ ହୋଇପଡିଛି....
#ArgusNews #Odisha #Balasore #Soro #Low_Quality #Road_Problem