ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନରେ ଥିବା ନଗରମ୍ ଗାଁ ରାସ୍ତାରେ ବେଲନଇ ଜୋର ଉପରେ ଥିବା ଏକ ପୋଲ ତଳେ ଜଣେ ମହିଳାଙ୍କ ରକ୍ତ ରଂଜିତ ମୃତ ଦେହ ପାଣିରେ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ମହିଳାଙ୍କ ପରିଚୟ ମିଳିନି। ତାଙ୍କୁ ହତ୍ୟା ପରେ ଏଠାରେ ଥିବା ପୋଲ ତଳେ ଫିଙ୍ଗି ଦିଆଯାଇଥିବା ଜଣାପଡିଛି ....
#ArgusNews #Odisha #Balasore #Death #Murder
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app