ରାଜଧାନୀର ପଣ୍ଡା ଦମ୍ପତ୍ତି ନିଜ ଘରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଆବଶ୍ୟକତା ଲୋଡୁଥିବା ପରିବାର ଦ୍ବାର ମୁହଁରେ ନେଇ ଦେଇ ଆସୁଛନ୍ତି। ମହାମାରୀର ସଙ୍କ କାଳରେ ସହୃଦୟତାର ଏହି କାହାଣୀ ସୃଷ୍ଟି କରିଛି ଏକ ଅନନ୍ୟ ଉଦାହରଣ....
#ArgusNews #Odisha #Good_News #Free_Food #Doctor_Family #Bhubaneswar