ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ସଦଭାବନା ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା 4 ଦିନ ଧରି ଅନୁଷ୍ଠିତ ହେବ । ଆଜି ନେମାଳର ମହାପୁରୁଷ ଅଚ୍ୟୁତାନନ୍ଦ ଗାଦି ଠାରୁ ଏହା ଆରମ୍ଭ ହୋଇ ପ୍ରଥମ ଦିନରେ ଅସୁରେସ୍ୱର ଯାଏ ଅନୁଷ୍ଠିତ ହେବ... ବିଜେପିର ଦୁଇ କର୍ମୀଙ୍କୁ ହତ୍ୟା କରାଯାଇଥିଲା... ସେମାନଙ୍କ ନ୍ୟାୟ ପାଇଁ ଏହି ସଦଭାବନା ପଦଯାତ୍ରା କରାଯାଉଛି
#ArgusNews #Cuttack #Mahanga #Bjp #Padayatra
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app