୫୭ନମ୍ବର ଜାତୀୟ ରାଜପଥ ଉପରେ ପଡ଼ିଛି ଯୁବକଙ୍କ ଖିନବିଖିନ ମୃତଦେହ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ସିଙ୍ଗାଡିବିଡ଼ା ନିକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ମୃତ ଦେହ ପାଖରେ ଏକ ମୋବାଇଲ ପଡିଥିବା ଦେଖିବାକୁ ମିଳିଛି ।
#ArgusNews #ArgusOdisha #ArgusOdia #ArgusUpdate #Headlines #Death #Boudh #Accident